ଡେଲାଙ୍ଗ ପରିବା ହାଟରେ ଅଗ୍ନିକାଣ୍ଡ

Nov 3, 2024 - 19:51
 5
ଡେଲାଙ୍ଗ ପରିବା ହାଟରେ ଅଗ୍ନିକାଣ୍ଡ

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ପରିବା ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଜଳି ପୋଡ଼ି ପାଉଁଶ ହୋଇଗଲା ହଜାର ହଜାର ଟଙ୍କାର ପନି ପରିବା । ବସ୍ତା ବସ୍ତା ଆଳୁ,ବାଇଗଣ,ସାରୁ, କଲରା, ଭେଣ୍ଡି, ପିଆଜ, ରସୁଣ ଭଳି ପରିବା ନଷ୍ଟ ହୋଇଯାଇଛି । କେହି ଦୁର୍ବୃତ୍ତ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।