ଭୁବନେଶ୍ବରରେ ମୃଦୁ ଭୂମିକମ୍ପ

Nov 3, 2024 - 19:52
 4

ଭୁବନେଶ୍ୱର: ଆଜି ଭୁବନେଶ୍ବରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୧୭ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଝଟ୍‌କା ଅନୁଭୂତ ହୋଇଥିବା ସୂଚନା। ବିଶେଷ କରି ପୁରୁଣା ଭୁବନେଶ୍ବର ଓ ନୟାପଲ୍ଲୀ ଅଞ୍ଚଳରେ ଅନୁଭୂତ ହୋଇଛି।