ପୁରୀରେ ପୁରୁଣା ବ୍ୟାରିକେଡ୍ରେ ନିଆଁ

ପୁରୀ: ପୁରୀ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ପୁରୁଣା ବ୍ୟାରିକେଡ୍ରେ ଲାଗିଲା ନିଆଁ। ନିଆଁ ଲାଗିବାରୁ ପୂରା ପରିବେଶ ଧୂଆଁମୟ ହୋଇଥିଲା। ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। କେହି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା।