ପୁରୀରେ ଜଳିଗଲା ତୀର୍ଥଯାତ୍ରୀ ବସ୍

Apr 8, 2025 - 22:49
 5

ପୁରୀ: ପୁରୀ - ଭୁବନେଶ୍ୱର ରାସ୍ତାରେ ତୀର୍ଥଯାତ୍ରୀ ବସ୍ ରେ ଲାଗିଲା ନିଆଁ। ମାଳତୀପାଟପୁର ବସ୍ ଷ୍ଟାଣ୍ଡ ନିକଟ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଜଳିଗଲା ବସ୍। ଅଗ୍ନିକାଣ୍ଡରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା।