କାର୍ଯ୍ୟରେ ଯୋଗଦେଲେ କଲେ ସୁଜାତା କାର୍ତ୍ତିକେୟନ

Nov 28, 2024 - 01:30
 5

ଭୁବନେଶ୍ୱର: କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍‌ ଅଧିକାରୀ ସୁଜାତା କାର୍ତ୍ତିକେୟନ। ୬ ମାସ ଛୁଟି ପରେ ଆଜି କାର୍ଯ୍ୟରେ ଯୋଗଦେଲେ କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ। ଆଉ ୬ମାସ ଛୁଟିକୁ ଅଗ୍ରାହ୍ୟ କରିଥିଲେ ଓଡ଼ିଶା ସରକାର ।