ଜାନୁଆରୀ ଶେଷରେ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର: ଜାନୁଆରୀ ଶେଷରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ମିଳିବ ଟଙ୍କା। ପ୍ରଥମ କିସ୍ତିର ମିଳିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ଏଯାବତ ଅପ୍ଟ୍ ଇନ୍ କଲେଣି ୧୭ ହଜାର ମହିଳା। ଅପ୍ଟ ଆଉଟ୍ କରିଥିଲେ ମୋଟ ୩୧ ହଜାର ମହିଳା। KYC ଅପଡେଟ୍ କରିନାହାନ୍ତି ୨ ଲକ୍ଷରୁ ଅଧିକ ମହିଳା। KYC ଅପଡେଟ୍ ପାଇଁ ନିବେଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।