ଜଳିଗଲେ ୨ ଶ୍ରମିକ

Jun 10, 2024 - 21:45
 66

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଆଲୁଅଝରଣ ଗାଁରେ ଜଳିଗଲେ ଦୁଇ ଜଣ ଶ୍ରମିକ। ଘର ତିଆରି ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଶ୍ରମିକ। ରଡ୍ ବାନ୍ଧିବା ବେଳେ ଘଟିଛି ଅଘଟଣ। ଗୁରୁତର ଦୁଇ ଶ୍ରମିକଙ୍କୁ କାମାକ୍ଷାନଗର ଓ ପରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।