ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ
ଭୁବନେଶ୍ୱର: ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ୩୦ ଦିନ ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ କରାଯାଇଛି। ଆବଶ୍ୟକ ପଡିଲେ ଅଧିକାରୀ ମାନେ ଛୁଟି ନେଇପାରିବେ ବୋଲି ଜଣାପଡ଼ିଛି। ଜରୁରୀ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଚାଲୁ ରଖିବେ ଛୁଟି ନେଉଥିବା ଅଧିକାରୀ। ଡାକରା ଆସିଲେ ତୁରନ୍ତ ପହଞ୍ଚିବେ।