ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ଦୀପଦାନ
ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରାଯାଇଛି। ଶ୍ରୀଜଗନ୍ନଥ ସେନା ପକ୍ଷରୁ ଏକ ଲକ୍ଷ ଦୀପଦାନ କରାଯାଇଛି। ରତ୍ନ ଭଣ୍ଡାର ଖୋଲିବା ପାଇଁ ଆଜି ଦିନ ଗୋଟାଏ ପରେ ଶୁଭ ମୂହୁର୍ତ୍ତ ଅଛି ବୋଲି କହିଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।