ଦାଣ୍ଡମୁକୁନ୍ଦପୁର ବଜାରରେ ଜଳିଗଲା ଦୋକାନ ଘର

Jul 14, 2024 - 18:37
 6

ପିପିଲି: ପୁରୀ ଜିଲ୍ଲା ପିପିଲିର ଦାଣ୍ଡମୁକୁନ୍ଦପୁର ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।