ଖୋଲିଲା ରତ୍ନଭଣ୍ଡାର

Jul 14, 2024 - 18:38
 11
ଖୋଲିଲା ରତ୍ନଭଣ୍ଡାର

ପୁରୀ: ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାର ପ୍ରକ୍ରିୟା ଶୁଭ ମୂହୁର୍ତ୍ତ ଦିନ ୧:୨୮ ରେ ଖୋଲିଲା ବାହାର ରତ୍ନଭଣ୍ଡାର। ପ୍ରଥମ ଦ୍ଵାରାଟି ଚାବିରେ ଖୋଲାଯାଇଛି। ସୂଚନା ଅନୁଯାୟୀ ଆଜି କେବଳ ରତ୍ନଭଣ୍ଡାର ଯାଞ୍ଚ ହେବ।