ଦିବ୍ରୁଗଡ କନ୍ୟାକୁମାରୀ ଏକ୍ସପ୍ରେସରେ ନିଆଁ

Nov 16, 2024 - 23:45
 7

ଭଦ୍ରକ: ଦିବ୍ରୁଗଡ କନ୍ୟାକୁମାରୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା। ନିଆଁ ଲାଗିବା ଯୋଗୁଁ ଭଦ୍ରକ ଜିଲ୍ଲା ରମ୍ଭିଳା ଛକ ନିକଟରେ ଅଟକିଲା ଟ୍ରେନ୍। ବ୍ରେକ୍ ବାଇଣ୍ଡିଂ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି। ୨୦ ମିନିଟ ପରେ ସ୍ବାଭାବିକ ହେବାରୁ ଛାଡ଼ିଲା ଟ୍ରେନ୍।