ଆଜିଠୁ ଦେଶବ୍ୟାପୀ ଓପିଡି ସେବା ବନ୍ଦ

Aug 13, 2024 - 19:49
 113

ଭୁବନେଶ୍ୱର: ଆଜିଠୁ ଦେଶବ୍ୟାପୀ ଓପିଡି ସେବା ବନ୍ଦ ଡାକରା ଦେଇଛି ଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ସିବିଆଇ ତଦନ୍ତ ଦାବି କରୁଛନ୍ତି ଆସୋସିଏସନ୍ ର ସଦସ୍ୟ।