ଚନ୍ଦ୍ରରେ ଚାଲିଲା ରୋଭର ପ୍ରଜ୍ଞାନ

Aug 24, 2023 - 11:15
 36
ଚନ୍ଦ୍ରରେ ଚାଲିଲା ରୋଭର ପ୍ରଜ୍ଞାନ

ଭୁବନେଶ୍ୱର: ଲ୍ୟାଣ୍ଡର ବିକ୍ରମରୁ ବାହାରି ଚନ୍ଦ୍ରରେ ଚାଲିଲା ରୋଭର। ଲ୍ୟାଣ୍ଡରରୁ ଅଲଗା ହୋଇ ବୁଲୁଛି ପ୍ରଜ୍ଞାନ। ଆଗାମୀ ୧୪ ଦିନ ଯାଏଁ ଚନ୍ଦ୍ରରେ ବୁଲିବ ପ୍ରଜ୍ଞାନ। ଏହି ସୂଚନା ଦେଲା ଇସ୍ରୋ।

ଚନ୍ଦ୍ରୟାନ ୩ ଓଲ୍ହାଇବା ପରେ ଚନ୍ଦ୍ରପୃଷ୍ଠରୁ ଆସିଲା ଫଟୋ। ଲ୍ୟାଣ୍ଡିଙ୍ଗ ଇମେଜର ଫଟୋ ଉଠାଇଲା ଲ୍ୟାଣ୍ଡର।