ଆଜି ୨୪ ଘଣ୍ଟିଆ ପାଇଁ ମୟୂରଭଞ୍ଜ ବନ୍ଦ

Aug 24, 2023 - 11:14
 5
ଆଜି ୨୪ ଘଣ୍ଟିଆ ପାଇଁ ମୟୂରଭଞ୍ଜ ବନ୍ଦ

ମୟୁରଭଞ୍ଜ : ଆଜି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି | ୧୫ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ମୋର୍ଚ୍ଚା| ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ ରହିଛି| ଜିଲ୍ଲାର ୪ ଉପଖଣ୍ଡର ୨୬ଟି ବ୍ଲକରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଉଛି।