ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ

Sep 17, 2024 - 13:45
 8
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜନ୍ମଦିନରେ ଓଡ଼ିଶାବାସୀଙ୍କୁ ଭେଟି ଦେବେ ସୁଭଦ୍ରା ଯୋଜନା। ଗାଡ଼କଣରେ ପିଏମ୍ ଆବାସ୍ ହିତାଧିକାରୀଙ୍କୁ ଘର ଚାବି ଦେବେ ମୋଦି।