ଦୁର୍ଦ୍ଧାନ୍ତ ମାଓବାଦୀର ଆତ୍ମସମର୍ପଣ
ମାଲକାନଗିରି: ଦୁର୍ଦ୍ଧାନ୍ତ ମାଓବାଦୀ ଅଜୟ ଆତ୍ମସମର୍ପଣ କରିଥିବା ସୂଚନା। ସିତାନଦୀ ଏରିଆ କମିଟିର ଡେପୁଟି କମାଣ୍ଡର ଥିଲା ଅଜୟ। ସୀମାନ୍ତ ଛତିଶଗଡ଼ର ଧମତରୀ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଅଜୟ ନାଁ ରେ ଘୋଷଣା ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର। ପୋଲିସ୍ କୁ ଆକ୍ରମଣ ଓ ହତ୍ୟା ଭଳି ଅନେକ ମାଓହିଂସାରେ ସଂପୃକ୍ତ ଥିଲା।