ବଲାଙ୍ଗୀର ଜେଲ୍ ରେ ଚଢ଼ାଉ
ବଲାଙ୍ଗୀର: ବଲାଙ୍ଗିର ଜେଲ୍ ରେ ପୋଲିସ ବଡ଼ଧରଣର ଚଢ଼ାଉ କରିଛି। ଜେଲ୍ ରେ ଗାଙ୍ଗୱାର ଖବର ପ୍ରକାଶ ପରେ ଏସ୍ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯ ଅଫିସର ସାମିଲ ହୋଇଥିବା ସୂଚନା। ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି।