ହାତୀର ମୃତଦେହ ଠାବ

Sep 12, 2024 - 21:14
 49
ହାତୀର ମୃତଦେହ ଠାବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଜାମୁଶୁଳି କୁରାଢିକ ଗାଁରେ ଏକ ହାତୀର ମୃତଦେହ ଠାବ ହୋଇଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ବନ ବିଭାଗ କର୍ମଚାରୀ। ହାତୀଟି ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଚାଲିଆସିଥିବା ସନ୍ଦେହ କରୁଛନ୍ତି ଲୋକେ।