୧୭ ମହଲା ଉପରୁ ସାପ ଉଦ୍ଧାର

Dec 2, 2023 - 15:51
 9

ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱର ସିଯୁଆ ସ୍ଥିତ ଏକ କୋଠାରୁ ହଳଦିଆ ରଙ୍ଗର ସାପ ଉଦ୍ଧାର ହୋଇଛି। ୧୭ ମହଲାରେ ସାପ ଦେଖି ଲୋକେ ସ୍ନେକ୍ ହେଲ୍ପଲାଇନ୍ ରେ ଖବର ଦେଇଥିଲେ। ହେଲ୍ପଲାଇନ୍ ର ସଦସ୍ୟ ସାପକୁ ଉଦ୍ଧାର କରିଥିଲେ।