ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ

Nov 28, 2023 - 11:17
 10

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ଏକ ୧୫ ଜଣିଆ ଟିମ୍ କୁ ନେଇ ହେଉଛି ଲେଜାର ସ୍କାନିଂ। ଆର୍ଟିଷ୍ଟିକ, ସର୍ଭେଲାନ୍ସ ଓ ଫଟୋଗ୍ରାଫି ଟିମ୍ ସାମିଲ ଅଛନ୍ତି। ଉପସ୍ଥିତ ଅଛନ୍ତି ଏ ସ୍ ଆଇ କୋର୍ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ବୈଷୟିକ ଟିମ୍।