ଖୋର୍ଦ୍ଧାରେ ବୋମାମାଡ଼, ୨ ଆହତ

Nov 28, 2023 - 11:19
 11

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତାରାବୋଇ ଗାଁରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି ଓ ୩ଟି ବାଇକ୍ ଭାଙ୍ଗି ଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଗାଁରେ ଏକାଧିକ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।