ବୌଦ୍ଧରୁ ନିଶା ବେପାରୀ ଗିରଫ, ୫ ଲକ୍ଷ ଟଙ୍କାର ଅଫିମ ଜବତ

Sep 18, 2023 - 14:40
 6
ବୌଦ୍ଧରୁ ନିଶା ବେପାରୀ ଗିରଫ, ୫ ଲକ୍ଷ ଟଙ୍କାର ଅଫିମ ଜବତ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଚାରି ଛକରୁ ଜଣେ ନିଶା ବେପାରୀ ଗିରଫ ହୋଇଥିବା ଜଣାପଡ଼ିଛି । କ୍ରାଇମ ବ୍ରାଞ୍ଚ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ନିଶା ବେପାରୀ ନିକଟରୁ ୨ କେଜି ଅଫିମ, ୨ କେଜି ଗଞ୍ଜେଇ ପାଉଡର ଓ ୬୦ ପ୍ୟାକେଟ ସିଗାରେଟ ଜବତ କରାଯାଇଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା।