ସୁନ୍ଦରଗଡ଼ରେ ଆଉ ୩ ସ୍କ୍ରବ୍ ଟାଇଫସ୍ ଚିହ୍ନଟ

Sep 18, 2023 - 14:41
 59
ସୁନ୍ଦରଗଡ଼ରେ ଆଉ ୩ ସ୍କ୍ରବ୍ ଟାଇଫସ୍ ଚିହ୍ନଟ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୩ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା ୧୮୩ ରେ ପହଞ୍ଚିଛି। ବରଗଡ଼ ଜିଲ୍ଲାରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି ସ୍କ୍ରବ୍ ଟାଇଫସ୍। ଉଭୟ ଜିଲ୍ଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି।