ପାରାଦୀପ ସମୁଦ୍ରରୁ ୧୧ଜଣ ନାବିକ ସୁରକ୍ଷିତ ଉଦ୍ଧାର

Aug 27, 2024 - 20:25
 11

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ସମୁଦ୍ରରୁ ୧୧ଜଣ ନାବିକ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ନାବିକଙ୍କୁ ଉଦ୍ଧାର କଲେ ତଟରକ୍ଷୀ ବାହିନୀ। ପଶ୍ଚିମବଙ୍ଗ ଉପକୂଳରେ ବୁଡ଼ିଯାଇଥିବା ଜାହାଜରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି।