ମାମା ହାତୀର ମୃତ୍ୟୁ

Aug 28, 2024 - 19:04
 8
ମାମା ହାତୀର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା କୁମାରଖୁଣ୍ଟିରେ ମାମା ହାତୀର ମୃତ୍ୟୁ ହୋଇଛି। ୨୦୧୭ ଜୁନ୍ ରେ ଖୋର୍ଦ୍ଧା ଟାଙ୍ଗୀରୁ ନନ୍ଦନକାନନ ଆସିଥିଲା ମାମା। ଗତ ମାର୍ଚ୍ଚ ୩ ତାରିଖରେ ମାମାକୁ ନନ୍ଦନକାନନରୁ କୁମାରଖୁଣ୍ଟିକୁ ଅଣାଯାଇଥିଲା। ସାତ ବର୍ଷା ହେବା ପରେ ହାତୀକୁ ତାଲିମ ପାଇଁ ଅଣାଯାଇଥିଲା। ଫୁଟବଲ୍ ଖେଳି ସ୍ଵତନ୍ତ୍ର ପରିଚୟ ହାସଲ କରିଥିଲା ମାମା।