ଗଭୀର ଅବପାତର ରୂପ ନେଲା ଅବପାତ
ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ ।ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ସହ ପବନ ହେବ ।ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିମି ବେଗରେ ପବନ ହେବ।ପୁରୀରୁ ୧୧୦କିମି ଦୂରରେ ଅଛି ଗଭୀର ଅବପାତ। ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଗତ ୬ ଘଣ୍ଟା ହେବ ୭କିମି ବେଗରେ ଗତି କରୁଛି ଗଭୀର ଅବପାତ।