ଆଜି କଟକରେ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣି

Sep 15, 2024 - 22:16
 65

କଟକ: ଆଜି କଟକରେ ପ୍ରଥମ ପର୍ଯ୍ୟାୟ ଗଣେଶ ମୂର୍ତ୍ତି ଭସାଣି ହେବ। ସୂଚନା ଅନୁଯାୟୀ, ୧୦ଟି କୃତ୍ରିମ ପୋଖରୀରେ ବିସର୍ଜିତ ହେବେ ୬୦ ମେଢ଼। ଭସାଣି ପାଇଁ ନିୟୋଜିତ ହେବେ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ। ସହରର ବିଭିନ୍ନ ସ୍ଥାନରେ ରହିବ ୧୩ ଟି ସହାୟତା କେନ୍ଦ୍ର ବା ଏଡ୍ ପୋଷ୍ଟ। ନିଶାମୁକ୍ତ, ଦିଜେ ମୁକ୍ତ ଓ ପ୍ଲାଷ୍ଟିକ୍ ମୁକ୍ତ ଭସାଣି ଉପରେ ଦିଆଯାଇଛି ଗୁରୁତ୍ଵ।