ଗହିରମଥା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ
କେନ୍ଦ୍ରାପଡ଼ା: ଆଜିଠୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗହିରମଥା ଓ ଭିତରକନିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା। କେନ୍ଦ୍ରାପଡ଼ା ରାଜନଗର ବନଖଣ୍ଡ ଧାମରା ମୁହାଣରୁ ଦେବୀ ମୁହାଣ ସମୁଦ୍ର ଏବଂ ଭିତରକନିକାରେ ଥିବା ନଦୀ ନାଳରେ ଡଲଫିନ ଗଣନା ହେଉଛି। ୩ ଦିନ ଧରି ଚାଲିବ ଡଲଫିନ ଗଣନା କାର୍ଯ୍ୟ l