ବିଦ୍ୟୁତ ସଂସ୍ପର୍ଶରେ ଆସି ଦମ୍ପତି ମୃତ

Jan 27, 2025 - 22:16
 4

ଅନୁଗୁଳ ବନ୍ତଳା ଥାନା ପୋକତୁଙ୍ଗା ରଗୁଡିତଇଳାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ସ୍ବାମୀ ସୁର ପ୍ରଧାନ ଓ ସ୍ତ୍ରୀ ସୁକାନ୍ତି ପ୍ରଧାନ। ମୃତ ଦମ୍ପତି ଏକ ଫାର୍ମ ହାଉସରେ କାମ କରୁଥିଲେ। ହାତୀ ପାଇଁ ଲାଗିଥିବା ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।