ଦୁର୍ଗାପୂଜା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଶାନ୍ତି କମିଟି ବୈଠକ

Sep 10, 2023 - 12:42
 6
ଦୁର୍ଗାପୂଜା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଶାନ୍ତି କମିଟି ବୈଠକ

କଟକ: ଦୁର୍ଗାପୂଜା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଭସାଣୀକୁ ନିଶାମୁକ୍ତ ଓ ଡିଜେମୁକ୍ତ କରିବାକୁ ନିଆଯାଇଛି ନିଷ୍ପତ୍ତି। ବୈଠକରେ ପୋଲିସ୍, ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଅକ୍ଟୋବର ୨୪ ରେ ଦଶମୀ ଓ ୨୫ ରେ ଭସାଣୀ ଅନୁଷ୍ଠିତ ହେବ।