ଗଛକୁ ଧକ୍କା ଦେଇ ଓଲଟିଲା କାଚ ବୋଝେଇ ଟ୍ରକ୍

ମୋହନା: ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଚମ୍ପାଘାଟିରେ ଓଲଟିଲା କାଚ ବୋଝେଇ ଟ୍ରକ୍। ଏକ ଗଛକୁ ଧକ୍କା ଦେଇ ଓଲଟିଲା ଟ୍ରକ୍। ହେଲ୍ପରକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଚାପି ହୋଇ ରହିଥିବା ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।