ସେପ୍ଟେମ୍ବର ୧୨ ରେ ଘୁର୍ଣ୍ଣିବଳୟ ସମ୍ଭାବନା

Sep 10, 2023 - 12:49
 32
ସେପ୍ଟେମ୍ବର ୧୨ ରେ ଘୁର୍ଣ୍ଣିବଳୟ ସମ୍ଭାବନା

ଭୁବନେଶ୍ୱର: ସେପ୍ଟେମ୍ବର ୧୨ ତାରିଖରେ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୧୩ ତାରିଖରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ୧୫ ତାରିଖ ଯାଏଁ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।