ଜଳିଗଲା ୪ଟି ବସ୍

Jun 1, 2024 - 19:55
 49
ଜଳିଗଲା ୪ଟି ବସ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବସ୍‌ଷ୍ଟାଣ୍ଡ୍‌ରେ ଜଳିଗଲା ୪ଟି ବସ୍। ଗୋଟିଏ ସ୍ଥାନରେ ଛିଡ଼ା ହୋଇଥିଲା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି। ବସ୍‌ ଗୁଡ଼ିକ ଜଣେ ମାଲିକଙ୍କର ହୋଇଥିବା ସୂଚନା। ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ।