ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

Aug 14, 2024 - 23:17
 7

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଓଡ଼ିଶାର ଗୋଟିଏ ସିଟ୍ ପାଇଁ ହେବ ଉପନିର୍ବାଚନ। ୯ ରାଜ୍ୟର ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ। ଅଗଷ୍ଟ ୨୧ ନାମାଙ୍କନ ଦାଖଲର ଶେଷ ତାରିଖ। ଅଗଷ୍ଟ ୨୭ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ସେପ୍ଟେମ୍ବର ୩ ତାରିଖରେ ହେବ ନିର୍ବାଚନ ଓ ଭୋଟ୍ ଗଣତି।