ଗୃହ ମନ୍ତ୍ରାଳୟ ପକ୍ଷରୁ ସାହାସିକତା ଓ ସେବା ମେଡାଲ ଘୋଷଣା
ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ପକ୍ଷରୁ ସାହାସିକତା ଓ ସେବା ମେଡାଲ ଘୋଷଣା କରାଯାଇଛି। ସ୍ବାଧିନତା ଦବିସରେ ୧୦୩୭ ଜଣଙ୍କୁ ମେଡାଲ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୋଲସି , ଅଗ୍ନିଶମ , ହୋମଗାର୍ଡଙ୍କୁ ମିଳିବ ମେଡାଲ। ସିଭିଲ୍ ଡିଫେନ୍ସ ଏବଂ ସଂଶୋଧନ ସେବା ପାଇଁ ମିଳିବ ମେଡାଲ।