ବସ୍‌ ଟ୍ରକ୍ ମୁହାଁମୁହିଁ ଧକ୍କା; ୩୦ରୁ ଅଧିକ ଆହତ

Apr 11, 2025 - 22:48
 37

ଆଠଗଡ଼: କଟକ ଜିଲ୍ଲା ମୁଣ୍ଡଳୀ ରୋଡ୍ ଛତାବର ଛକରେ ଦୁର୍ଘଟଣା ଘଟି ୩୦ରୁ ଅଧିକ ଆହତ ହୋଇଛନ୍ତି । ୧୦ ଗୁରୁତର ଆହତ ଆଠଗଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଆୟୁଷ୍ମାନ ଯୋଜନା କାର୍ଯ୍ୟକ୍ରମ ପାଇଁ ଯାଉଥିଲା ବସ୍।