ଓଡ଼ିଶାରେ ବଦଳିବ ସରକାରୀ କୋଠାର ରଙ୍ଗ

Oct 7, 2024 - 23:34
 6

ଭୁବନେଶ୍ୱର: ଓଡ଼ିଶାରେ ବଦଳିବ ସରକାରୀ କୋଠାର ରଙ୍ଗ। ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ୍‌ ରହିବ। ସବୁ ସରକାରୀ କୋଠାର ରଙ୍ଗ ସମାନ ରହିବ। ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ସବୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ।