ନଭେମ୍ବର ୧ରେ ଦୀପାବଳି ପାଳନ ପାଇଁ ଅନୁରୋଧ

Oct 30, 2024 - 00:02
 5

ଭୁବନେଶ୍ୱର: ନଭେମ୍ବର ୧ରେ ଦୀପାବଳି ପାଳନ ପାଇଁ ଅନୁରୋଧ କଲେ ପଞ୍ଜିକାର ଓ ଜ୍ଯୋତିର୍ବିଦ। ଅମାବାସ୍ଯା ଓ ପୟାଶ୍ରାଦ୍ଧ ୧ରେ ପଡ଼ୁଥିବାରୁ ଅନୁରୋଧ କରାଯାଇଛି। ନଭେମ୍ବର ୧କୁ ସରକାରୀ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ।