କାନ୍ଥ ଭୁଶୁଡ଼ି ଜଣେ ମୃତ ୪ ଗୁରୁତର

Aug 25, 2024 - 20:54
 9

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କୁଳୁମୁହିଁ ଗାଁରେ କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ବର୍ଷା ଯୋଗୁଁ ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା କାନ୍ଥ। ସମସ୍ତ ଗୁରୁତର ରାୟଗଡ଼ ଡାକ୍ତରଖାନରେ ଭର୍ତ୍ତି।