ନୟାଗଡ଼ର ୪ଟି ଜେଲ୍ ରେ ଚଢ଼ାଉ

Aug 25, 2024 - 20:54
 38
ନୟାଗଡ଼ର ୪ଟି ଜେଲ୍ ରେ ଚଢ଼ାଉ

ନୟାଗଡ଼: ନୟାଗଡ଼ ଜିଲ୍ଲାର ୪ଟି ଜେଲ୍ ରେ ଚଢ଼ାଉ କରିଛି ପୋଲିସ୍। ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଜବତ ହେଲା ବିପୁଳ ନିଶାଦ୍ରବ୍ୟ, ଗୁଟଖା, ଖଇନି, ବିଡି ସହ ବ୍ଲେଡ୍‌।