କନ୍ଧମାଳରେ ଧୋଇଗଲା ଅସ୍ଥାୟୀ ପୋଲ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ର କୁର୍ତ୍ତମଗଡ଼ ଠାରୁ କରକୁଡୁପା, ଡାଙ୍ଗେସିଗୁଡ଼ାକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଧୋଇ ଯାଇଛି। ଲଗାଣ ବର୍ଷା ଯୋଗୁଁ ଧୋଇଗଲା ପୋଲ। ସେହିପରି ପୁରୀ ଜିଲ୍ଲା ପିପିଲି ରଥପୁରୁଷୋତ୍ତମପୁର ବଲିଗାଁରେ ଭୁଶୁଡ଼ିଲା ଭାର୍ଗବୀ ନଦୀବନ୍ଧ। ପ୍ରାୟ ୪୦୦ ମିଟର ଲମ୍ବରେ ଫାଟ ସୃଷ୍ଟି ହୋଇଛି।