ସୁନ୍ଦରଗଡ଼ରେ ୧୬୨ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ବର୍ଷ ୧୬୨ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଅନ୍ୟ ରାଜ୍ୟରୁ ୧୦ ଓ ଅନ୍ୟ ଜିଲ୍ଲାରୁ ୯ ଜଣ ରୋଗୀ ଅଛନ୍ତି। ଗତକାଲି ୨୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିଲେ।