ଓଡ଼ିଶାରେ ଦୁଗ୍ଧ ଚାଷୀଙ୍କ ଡିବିଟି ଲାଗୁ ହେବ: ମନ୍ତ୍ରୀ

Nov 16, 2024 - 23:42
 48
ଓଡ଼ିଶାରେ ଦୁଗ୍ଧ ଚାଷୀଙ୍କ ଡିବିଟି ଲାଗୁ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଡାଇରେକ୍ଟ ବ୍ୟାଙ୍କ୍ ଟ୍ରାନ୍ସଫର୍ (ଡିବିଟି) ଲାଗୁ କରାଯିବ। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଆକାଉଣ୍ଟକୁ ଯିବ ଟଙ୍କା। ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା।