ଓଡ଼ିଶାରେ ବଡ଼ ଧରଣର ଆୟକର ଚଢ଼ାଉ

Nov 26, 2024 - 22:15
 44

ଭୁବନେଶ୍ୱର: ଓଡ଼ିଶାରେ ବଡ଼ ଧରଣର ଆୟକର ଚଢ଼ାଉ ହୋଇଛି। ଦୁଇଟି କମ୍ପାନୀ - ଏସ୍ ଏନ୍ ମହାନ୍ତି ଓ ଏମ୍ ଜି ମହାନ୍ତି - ଉପରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟ, ରାଉରକେଲା ସହ ୨୫ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା। ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ କରିଛି ଆୟକର ବିଭାଗ।