ହାତୀ ଉପଦ୍ରବ ଯୋଗୁଁ ଘର ଛାଡ଼ି ଦଉଡ଼ିଲେ ଲୋକେ

Dec 18, 2024 - 23:29
 33

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚାମ୍ପୁଆ ବ୍ଲକ ମଙ୍ଗଳପୁର ଗାଁରେ ପଶିଲେ ୧୦ ଟିକିଆ ହାତୀପଲ। ଗାଁର ବିଭିନ୍ନ ସ୍ଥାନରେ ଫସଲ, ବାଡ଼ି ଓ ବଗିଚା ନଷ୍ଟ କଲେ ହାତୀ। ହାତୀ ଉପଦ୍ରବ ଯୋଗୁଁ ଜୀବନ ବଞ୍ଚାଇବା ପାଇଁ ଘର ଛାଡ଼ି ଦଉଡ଼ିଲେ ଲୋକେ।