ନୂଆବର୍ଷ ପାଇଁ ଜଗନ୍ନାଥ ଦର୍ଶନରେ କଟକଣା
ପୁରୀ: ନୂଆବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନରେ କଟକଣା ଲଗାଇଛନ୍ତି ମନ୍ଦିର ପ୍ରଶାସନ। ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ ଭକ୍ତ। ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ କଟକଣା ଲାଗୁ ହୋଇଛି।
fingerprint news b... Feb 21, 2025 113
fingerprint news b... Nov 20, 2024 96
fingerprint news b... Oct 5, 2024 100
fingerprint news b... Mar 13, 2025 87
fingerprint news b... Jan 10, 2025 91
Join our subscribers list to get the latest news, updates and special offers directly in your inbox
ପୁରୀ: ନୂଆବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନରେ କଟକଣା ଲଗାଇଛନ୍ତି ମନ୍ଦିର ପ୍ରଶାସନ। ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ ଭକ୍ତ। ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ କଟକଣା ଲାଗୁ ହୋଇଛି।
fingerprint news b... Oct 5, 2024 45
fingerprint news b... Aug 31, 2024 44