ନିର୍ଦ୍ଧାରିତ ସମୟରେ ଉଠିବ ପ୍ରଭୂ ଲିଙ୍ଗରାଜଙ୍କ ମହାଦୀପ

Feb 24, 2025 - 22:47
 39

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ । ଠିକ୍ ୧୦ଟାରେ ଉଠିବ ମହାଦୀପ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମହାଶିବରାତ୍ରୀ ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ନିଯୋଗ ସହ ଆଲୋଚନା ଚାଲିଛି। ମହାଶିବରାତ୍ରୀରେ ସମସ୍ତଙ୍କ ସହଯୋଗ ରହିବ । ପ୍ରଭୁ ଲିଙ୍ଗରାଜଙ୍କ ସବୁ କାର୍ଯ୍ୟ ସୁରୁଖୁରୁରେ ହେବ।