ଶିମିଳିପାଳରେ କୁଙ୍କି ହାତୀ ଭବାନୀର ମୃତ୍ୟୁ

Jan 28, 2025 - 23:01
 36

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ ହୋଇଛି। ଗତ ୨୦୦୧ ମସିହାରେ କର୍ଣ୍ଣାଟକରୁ ଶିମିଳିପାଳ ଆସିଥିଲେ ୩ ହାତୀ। ହାତୀ ଶୋଭା, ଭବାନୀ ଓ ମହେନ୍ଦ୍ରଙ୍କ କର୍ଣ୍ଣାଟକରୁ ଅଣାଯାଇଥିଲା। ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଛି। ଜାନୁଆରୀ ୧୨ ରେ ଆଖି ବୁଜିଥିଲା ମହେନ୍ଦ୍ର।