ଢେଙ୍କାନାଳରେ ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଫାସିଗାଁ ଗାଁ ନିକଟରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କଲେ ଦୃର୍ବୁତ୍ତ। ତାଙ୍କ ଫାର୍ମ ହାଉସରେ ଶୋଇଥିବା ବେଳେ ଗୋବିନ୍ଦ ନାୟକଙ୍କୁ ଗୁଳି କରି ଫେରାର ହୋଇଗଲେ ୩ ଦୃର୍ବୁତ୍ତ। ଗୋବିନ୍ଦଙ୍କ ଛାତି, ପେଟ ଓ ଗୋଡ଼ରେ ବାଜିଛି ଗୁଳି।